21.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡିର ଚାମଚା, ଠିକାଦାରଙ୍କୁ ବାଧୁଛି: ଈରାଶିଷ

ବିଜେଡିର ଚାମଚା, ଠିକାଦାରଙ୍କୁ ବାଧୁଛି: ଈରାଶିଷ

ଭୁବନେଶ୍ୱର: ବିଜେଡି ଆନ୍ଦୋଳନକୁ ଇରାଶିଷ ଆଚାର୍ଯ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି କ୍ଷମତା ସଂକୁଚିତ ହୋଇନାହିଁ । ୪୦% ପିସି କାରବାରରେ ରୋକ ଲାଗିଛି । ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ବାଧୁଛି । ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।  ପଞ୍ଚାୟତ ପ୍ରତିନିଧି ସାମିଲ ହେବେ , ପଲ୍ଲୀସଭା କରି ଗାଁକୁ ବିକଶିତ କରାଯିବ ।  ବିଜେଡି ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମସଭା କରାଇ ଦେଉନଥିଲେ ।  ବିଜେଡି ବିଧାନସଭା ଭିତରେ ଓ ବାହାରେ  ଡ୍ରାମା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking