ଆୟୁଷ୍ମାନ ଯୋଜନାକୁ ନେଇ ଓଡିଶା ବିଜେପିର ମିଛ ପ୍ରଚାର ଧରାପଡିଲା: ବିଜେଡି

 ଦୁଇ ଯୋଜନାର ତୁଳନାତ୍ମକ ଚିତ୍ର ଦେଲା ବିଜେଡି  ବିଏସ୍‍କେୱାଇରେ ୬୦୦୦ କୋଟି ଟଙ୍କା ସ୍ଥାନରେ ଆୟୁଷ୍ମାନରେ ୨୦୦ କୋଟି  ମହିଳାମାନେ ଆୟୁଷ୍ମାନ ଯୋଜନାରେ ଅଧା ଲାଭ ପାଇବେ  ଆୟୁଷ୍ମାନରେ ଅଙ୍ଗ ପ୍ରତିରୋପଣ କରିବା କଷ୍ଟକର ଭୁୁବନେଶ୍ୱର, : ବିଜୁ ଜନତା ଦଳ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଯ୍ୟକାରୀ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭାବରେ ଜଣାଶୁଣା । … Continue reading ଆୟୁଷ୍ମାନ ଯୋଜନାକୁ ନେଇ ଓଡିଶା ବିଜେପିର ମିଛ ପ୍ରଚାର ଧରାପଡିଲା: ବିଜେଡି