ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

 ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ  ଦୋଷ ଦେବା ପୂର୍ବରୁ ଏନସିଆରବି ରିପୋର୍ଟ ପଢିବାକୁ ପରାମର୍ଶ  ମହିଳା ନିର୍ଯ୍ୟାତନାରେ ବିଜେପି ଶାସିତ ରାଜ୍ୟ ଆଗରେ ଭୁବନେଶ୍ୱର : ଓଡିଶାରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି । ଡକ୍ଟର ମହାନ୍ତି … Continue reading ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି