36.7 C
Bhubaneswar
Tuesday, April 16, 2024
Homeଓଡିଶାବିଜେଡ଼ି ସାଂଗଠନିକ ନିର୍ବାଚନ, ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ବିଜେଡ଼ି ସାଂଗଠନିକ ନିର୍ବାଚନ, ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର : ବିଜୁ ଜନତା ଦଳ ରେ ସାଂଗଠନିକ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ନବ ନିର୍ବାଚିତ ବିଜେଡ଼ି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ ଘୋଷିତ ହୋଇଥିବା ଜିଲ୍ଲା ସଭାପତି ହେଲେ –
ମହେନ୍ଦ୍ର ବସ୍ତିଆ -ଅନୁଗୁଳ ଜିଲ୍ଲା
ରବୀନ୍ଦ୍ର ଜେନା- ବାଲେଶ୍ୱର
ବିଜୟ ରଂଜନ ସିଂ- ବରିହା
ଟୁକୁନି ସାହୁ- ବଲାଙ୍ଗୀର
ଦେବାଶିଷ ସାମନ୍ତରାୟ- କଟକ
ପ୍ରଫୁଲ୍ଲ ମଲ୍ଲିକ -ଢେଙ୍କାନାଳ
ପ୍ରଦୀପ ନାୟକ -ଗଜପତି
ପୁଷ୍ପେନ୍ଦ୍ର ସିଂ ଦେଓ -କଳାହାଣ୍ଡି
ପ୍ରଶାନ୍ତ ମୁଦୁଲି- ଜଗତସିଂପୁର
କିଶୋର ମହାନ୍ତି -ଝାରସୁଗୁଡ଼ା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ବୌଦ୍ଧ- ମହୀଧର ରଣା
ଦେଓଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଊପଟ୍ଟନାୟକ
ଅନନ୍ତ ନାରାୟଣ ଜେନା- ଭୁବନେଶ୍ୱର ,ବରଗଡ଼,
ଯାଜପୁର- ସରୋଜ ମହାପାତ୍ର
କନ୍ଧମାଳ-ସରୋଜ କୁମାର କର୍ଣ୍ଣ
ଉତ୍କଳ କେଶରୀ ପରି଼ଡ଼ା -କେନ୍ଦ୍ରାପଡ଼ା,
ମାଧବ ସର୍ଦ୍ଦାର -କେନ୍ଦୁଝର,
ବିଭୁତି ଭୂଷଣ ବଳବନ୍ତରାୟ -ଖୋର୍ଦ୍ଧା,
ନବରଙ୍ଗପୁର- ରମେଶ ମାଝି,
ମହେଶ୍ୱର ମହାନ୍ତି -ପୁରୀ,
ସିଦ୍ଧାର୍ଥ ଦାସ- ସମ୍ବଲପୁର,
ରେମେଶ ବେହେରା -ନୟାଗଡ଼
ବିନୟ ଟପୋ- ସୁନ୍ଦରଗଡ଼,
ସରୋଜ କାମ୍ପା- ସୁବର୍ଣ୍ଣପୁର,
ସାରଦା ନାୟକ- ରାଉରକେଲା,
କାଶୀନାଥ ହେମ୍ବ୍ରମ- ମୟୁରଭଞ୍ଜ,
ପୁର୍ଣ୍ଣଚନ୍ଦ୍ର ବାକା- ମାଲକାନଗିରି ଜିଲ୍ଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking