୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି
ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୮ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ .. ୧. ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ – ଖୋର୍ଦ୍ଧା ଜିଲ୍ଲାର ସଭାପତି ୨. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୌତମ ବୁଦ୍ଧ ଦାସ- ବାଲେଶ୍ୱର ଜିଲ୍ଲାର ସଭାପତି ୩. ନଳିନୀ କାନ୍ତ ପ୍ରଧାନ- ଅନୁଗୁଳ ଜିଲ୍ଲାର ସଭାପତି ୪. ମାହିଧର ରଣା- ବୌଦ୍ଧ ଜିଲ୍ଲାର … Continue reading ୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି
Copy and paste this URL into your WordPress site to embed
Copy and paste this code into your site to embed