ଗାନ୍ଧିମୂର୍ତ୍ତି ତଳେ ବସିଲା ବିଜେଡି
ଭୁବନେଶ୍ୱର : ବିଧାନସଭାରେ କଂଗ୍ରେସ ଓ ବିଜେଡିର ପ୍ରବଳ ହଟ୍ଟଗୋଳ । ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ବିଧାନସଭା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରମାରେ ବସିଲା ବିଜେଡି । ରାଜସ୍ୱ ବିଭାଗ ଖର୍ଚ୍ଚ ଆଲୋଚନା ବେଳେ କକ୍ଷତ୍ୟାଗ କଲା କଂଗ୍ରେସ । ଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମ ନିର୍ଦ୍ଦେଶ
Copy and paste this URL into your WordPress site to embed
Copy and paste this code into your site to embed