27.1 C
Bhubaneswar
Thursday, April 25, 2024
Homeଓଡିଶାସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ଙ୍କୁ ରାଷ୍ଟ୍ରପତି ପୁରସ୍କାର

ସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ଙ୍କୁ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ଵର:ଆଜି ହେଉଛି କ୍ରାନ୍ତି ଦିବସ । ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । ଜଗତସିଂହପୁର ବାଲିକୁଦା ବ୍ଲକ ସିନେ୍ଧାଳ ଗାଁରେ ବିଶ୍ୱନାଥଙ୍କ ଘର । କରୋନା ଯୋଗୁଁ ଦିଲ୍ଲୀ ପରିବର୍ତ୍ତେ ତାଙ୍କୁ ଗାଁରେ ହିଁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ବିଶ୍ୱନାଥଙ୍କୁ ସମ୍ବର୍ଦ୍ଧି କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking