38.1 C
Bhubaneswar
Saturday, April 20, 2024
Homeଓଡିଶାମା ସୁଦୀପ୍ତା ସ୍ମୃତି ପରିଷଦ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଜଳଛତ୍ର ଉଦଘାଟିତ

ମା ସୁଦୀପ୍ତା ସ୍ମୃତି ପରିଷଦ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଜଳଛତ୍ର ଉଦଘାଟିତ

ଜଗତସିଂହପୁର:: ଆଜି ଜଗତସିଂହପୁର ପୋୖରାଞ୍ଚଳ ଅନ୍ତର୍ଭୂକ୍ତ ଗାନ୍ଧିଛକଠାରେ ମା ସୁଦୀପ୍ତା ସ୍ମୃତି ପରିଷଦ ପକ୍ଷରୁ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥିବାରୁ ଏହି ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଖୋଲାଯାଇ ତୃଷାର୍ତ ବାଟୋଇମାନଙ୍କୁ ଜଳଛତ୍ର ପ୍ରଦାନ କରାଯାଇଥିଲା । ଏହି ଜଳଛତ୍ର କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଯୁବ ଉଦ୍ୟୋଗୀ ଶ୍ରୀ ସୌଭାଗ୍ୟ ରଞ୍ଜନ ଜେନା ଉଦଘାଟନ କରି ଲେମ୍ବୁଜଳଛତ୍ର ତୃଷାର୍ତ୍ତୃମାନଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସୌଭାଗ୍ୟ ରଞ୍ଜନ ଜେନାଙ୍କ ସହ ଶିକ୍ଷାବିତ ଓ ସାହିତ୍ୟକ ଶ୍ରୀ ସରୋଜ କୁମାର ଦ୍ବିବେଦୀ ଉପସ୍ଥିତ ଥିଲେ । ସ୍ମୃତି ପରିଷଦର ଅଧ୍ୟକ୍ଷା କ୍ରିଷ୍ଣା ଦତ୍ତଙ୍କ ସହ ସାରଦା ପ୍ରସାଦ ଦାସ ମଧ୍ୟ ଉପସ୍ଥିତ ରହି ଜଳଛତ୍ର କାର୍ଯ୍ୟରେ ସହଯୋଗ କରିଥିଲେ ।(ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking