33.1 C
Bhubaneswar
Thursday, April 25, 2024
Homeଓଡିଶାବୀରମିତ୍ରପୁର ପୌରାଞ୍ଚଳ ସଟଡାଉନ

ବୀରମିତ୍ରପୁର ପୌରାଞ୍ଚଳ ସଟଡାଉନ

ସୁନ୍ଦରଗଡ଼ : ବୀରମିତ୍ରପୁର ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୩ଦିନ ପାଇଁ ବୀରମିତ୍ରପୁର ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୧୭ ତାରିଖ ସକାଳୁ ୧୯ ତାରିଖ ରାତି ପର୍ଯ୍ୟନ୍ତ ସଟଡାଉନ ରହିବ । ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ।
ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୭୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୩ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୪ ଜଣ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking