ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅଂଶୁ ଜିତିଲେ ରୌପ୍ୟ, ଭାବିନାଙ୍କ ପଦକ ପକ୍କା

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଶୁକ୍ରବାର ଭାରତ ପାଇଁ ପ୍ରଥମ ପଦକ ଅର୍ଜନ କରିଛନ୍ତି ମହିଳା ରେସଲର୍ ଅଂଶୁ ମଲିକ । ୫୭ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗ ଫାଇନାଲ୍‌ରେ ଅଂଶୁ ନାଇଜେରିଆର ଫୋଲାସେଡ୍ ଆଡେକୁରୋୟେଙ୍କଠାରୁ ୩-୭ରେ ପରାସ୍ତ ହେବା ଫଳରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦାର୍ପଣରେ ଅଂଶୁ ତାଙ୍କର ପ୍ରଥମ ପଦକ ହାସଲ କରିଛନ୍ତି । ସେ ମଧ୍ୟ ରେସଲିଂରେ ଚଳିତ ସଂସ୍କରଣରେ ଦେଶକୁ ପ୍ରଥମ ପଦକ … Continue reading ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅଂଶୁ ଜିତିଲେ ରୌପ୍ୟ, ଭାବିନାଙ୍କ ପଦକ ପକ୍କା