40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗତାଳଚେରର ମିଳିଲେ ବିରଜୁ କୁଲୁ

ତାଳଚେରର ମିଳିଲେ ବିରଜୁ କୁଲୁ

ସୁନ୍ଦରଗଡ଼ : ବିରଜୁ କୁଲୁଙ୍କ ନିଖୋଜ ଘଟଣାର ଖୋଜାଖୋଜି ପରେ ତାଳଚେରରୁ ତାଙ୍କୁ ଠାବ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି । ନଭେମ୍ବର ମାସରେ ପାକିସ୍ତାନ ଜେଲରୁ ବନ୍ଦୀ ଥିବା ବିରଜୁ କୁଲୁଙ୍କୁ ପ୍ରଶାସନର ସହାୟତାରେ ତାଙ୍କ ଗାଁକୁ ଅଣାଯାଇଥିଲା ଓ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲ । ତେବେ ଗତ ଶନିବାର ରାତିରୁ ବିରୁଜୁ କୁଲୁ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କର ତାଳଚେରରେ ଥିବା ଖବର ମିଳିବା ପରେ କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ୱରେ ଟିମ ତାଳଚେର ଯାଇଛି । ତେବେ ସୁରକ୍ଷିତ ଭାବେ ବିରଜୁଙ୍କୁ ଘରକୁ ଫେରାଇ ନେବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ଼ ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking