ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ହୋଇଥିବା ଖବର ସାମ୍ନାକୁ ଆସିଛି । ବଣାଇ ଫରେଷ୍ଟ ଡିଭିଜନରେ ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା କରାଯାଇଛି । କୋରାପୁଟ ବନାଞ୍ଚଳରେ ୬ଟି ସ୍ଥାନରେ ୬ଟି ଟିମ୍ କରୁଛନ୍ତି ଗଣନା । ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍ ମୁତୟନ ହୋଇଥିବା ସୂଚନା ରହିଛି । ରେଢାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହୋଇଛି । ଦଶପଲ୍ଲା ରେଞ୍ଜରେ ୪ଟି … Continue reading ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ