38.1 C
Bhubaneswar
Tuesday, April 23, 2024
Homeଓଡିଶାଜନ୍ମମାଟିକୁ ଫେରିବେ ବିରଜୁ

ଜନ୍ମମାଟିକୁ ଫେରିବେ ବିରଜୁ

ଭୁବନେଶ୍ୱର: ୨୫ ବର୍ଷ ପରେ ସୁନ୍ଦରଗଡ଼ରେ ନିଜ ଜନ୍ମମାଟିକୁ ଫେରିବେ ବିରଜୁ । ବିରଜୁଙ୍କୁ ଆଣିବାକୁ ପଞ୍ଜାବର ଅମୃତସରକୁ ଯାଇଛି ଜିଲ୍ଲା ପ୍ରଶାସନର ଟିମ୍ । ଅଜାଣତରେ ସୀମା ଅତିକ୍ରମ କରିବାରୁ ପାକିସ୍ତାନ ଜେଲ୍ ରେ ଥିଲେ ବିରଜୁ । ଅକ୍ଟୋବର ୨୬ରେ ଭାରତକୁ ପ୍ରତ୍ୟର୍ପଣ କରିଥିଲା ପାକିସ୍ତାନ, ଭାରତ ଫେରିବା ପରେ ଅମୃତସରରେ ସଙ୍ଗରୋଧରେ ଥିଲେ ବିରଜୁ । ଅନ୍ୟପଟେ ଏତେଦିନ ପରେ ବିରଜୁ ଫେରୁଥିବାରୁ ଗାଁରେ ଖୁସିର ଲହରି ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking