ଭିଜିଲାନ୍ସ ଜାଲରେ କୋଟିପତି ଏସ୍ଆରଏ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ)। ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟର ବାସୁଦେବ ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏକକାଳୀନ ୪ଟା ସ୍ଥାନ ଯଥା-ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ୟାଳୟରେ ରେଡ ହୋଇଛି। ବାସୁଦେବ ଭୋଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢଉ କରିଛନ୍ତି। ଚଢ଼ଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ … Continue reading ଭିଜିଲାନ୍ସ ଜାଲରେ କୋଟିପତି ଏସ୍ଆରଏ
Copy and paste this URL into your WordPress site to embed
Copy and paste this code into your site to embed