ବାଇକ ଲୁଟେରା ଠାବ; ୫ ବାଇକ ଉଦ୍ଧାର ସହ ୭ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସକୁ ମିଳିଛି ବଡ ସଫଳତା। ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ବାଇକ ଉଦ୍ଧାର କରିଛି ପୋଲିସ। ବାଇକ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଧରିଛି । ତାଙ୍କ ଠାରୁ ୫ ଟି ବାଇକ ଜବତ କରିବା ସହ ୭ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ। ସୂଚନା ଅନୁସାରେ, ଗତ ମାସରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ବାଇକ ଚୋରିର ଅଭିଯୋଗ ହୋଇଥିଲା। ଏହାକୁ ତଦନ୍ତ କରି … Continue reading ବାଇକ ଲୁଟେରା ଠାବ; ୫ ବାଇକ ଉଦ୍ଧାର ସହ ୭ ଅଭିଯୁକ୍ତ ଗିରଫ