ଘନ କୁହୁଡିରେ ବାଇକ୍ ଧକ୍କା: ୧ ମୃତ

ଭୁବନେଶ୍ୱର: ପିପିଲିର ଖଣ୍ଡଆଗିରି ଗାଁ ନିକଟ ପୋଲରେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ଘନ କୁହୁଡି ଯୋଗୁଁ ପୋଲରେ ପିଟି ହେଲା ବାଇକ୍ । ଗୁରୁତର ଅବସ୍ଥାରେ ଜଣେ ବାଇକ୍ ଆରୋହୀଙ୍କୁ କଟକ ସ୍ଥାନାନ୍ତାର କରାଯାଇଛି । ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତକ ଜଣକ ଗତ ରାତିରେ ଘଟିଥିବା ବାଇକ୍ ଦୁର୍ଘଟଣାର ଆରୋହୀ ସନ୍ଦେହ କରାଯାଉଥିବା ସୂଚନା ରହିଛି … Continue reading ଘନ କୁହୁଡିରେ ବାଇକ୍ ଧକ୍କା: ୧ ମୃତ