ବାଇକ ଧକ୍କା ରେ ୫ ଜଣ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ କଣ୍ଟାଝରି ନିକଟରେ 2ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇ ଯାଜପୁର ରୋଡ ଡାକ୍ତର ଖାନା ରେ ବର୍ତ୍ତୀ କରା ଯାଇଛି l ସେମାନ ଙ୍କ ମଧ୍ୟ ରୁ 4ଜଣ ଅବସ୍ଥା ସଂଗୀନ ହେବାରୁ କଟକ ବଡ଼ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରା ଯାଇଛି ଜହ୍ନl ଗ୍ରାମ ରୁ ଏକ ବାଇକ୍ ଯୋଗେ 3ଜଣ କେନ୍ଦୁଝର ଯାଉଥିବା ବାଟରେ କଣ୍ଟାଝରି ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଭୁଲ ରାସ୍ତା ରେ ଆସି 2ଟି ବାଇକ ଧକ୍କା ମାରିବା ଫଳରେ ଦୁଇଟି ବାଇକ୍ ରେ ଯାଉଥିବା ୫ ଜଣ ଗୁରୁ ତର ହୋଇ ଥିଲେ l ଆହତବ୍ୟକ୍ତି ମାନେ ହେଲେ ବାଲି ସୋରେନ (35)ନିମେଇ ସୋରେନ (3)ଟୁଡୁ ସୋରେନ (25)ଧନେଶ୍ୱର ସୋରେନ (60)ଓ ରବୀନ୍ଦ୍ର ନାୟକ (45)ବୋଲି ଜଣା ପଡିଛି l

LEAVE A REPLY

Please enter your comment!
Please enter your name here