34.1 C
Bhubaneswar
Friday, March 29, 2024
Homeଓଡିଶାବିଜୁ ଜୟନ୍ତୀ ୫ରୁ ୨୦ଯାଏଁ ପାଳିତ ହେବ

ବିଜୁ ଜୟନ୍ତୀ ୫ରୁ ୨୦ଯାଏଁ ପାଳିତ ହେବ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଆସନ୍ତା ୫ରୁ ୨୦ ତାରିଖଯାଏଁ ପାଳନ କରାଯିବ । ରାଜ୍ୟର ସବୁ ନିର୍ବାଚନମଣ୍ଡଳିରେ ଜୟନ୍ତୀ ପାଇଁ ସଭା ସମିତି କାର୍ଯ୍ୟକ୍ରମ ଗ୍ରହଣ କରାଯିିବ ବୋଲି ଦଳ ନିଷ୍ପତ୍ତି ନେଇଛି । ଏ ନେଇ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । କ’ଣ କ’ଣ କାର୍ଯ୍ୟକ୍ରମ ଓ କେବେ ଗ୍ରହଣ କରାଯିବ ସେ ସମ୍ପର୍କରେ ନବୀନ ତାଙ୍କ ଚିଠିରେ ବିସ୍ତୃତ ଭାବେ ଦର୍ଶାଇଛନ୍ତି । ଏଥିରେ କୁହାଯାଇଛି ଯେ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking