31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର : ଯାଜପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲା ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଡିଆରଡିଏ ଅଧ୍ୟକ୍ଷ ନରେଶ ମହାନ୍ତି ,ଯାଜପୁର ପୌରପାଳିକା ର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ବିଜେଡି ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ବିଜୁ ବାବୁଙ୍କ ଆଦର୍ଶ ରେ ଗଠିତ ହୋଇଥିବା ଏହି ଦଳ ଆଜି ଲୋକଙ୍କ ହୃଦୟ ରେ ରହିପାରିଛି ଏବଂ ବିଜୁ ବାବୁଙ୍କ ସ୍ୱପ୍ନ ପୁରଣ କରିବାରେ ଲାଗିଛି ବୋଲି ମତ ଦେଇଥିଲେ। ଏହି ଅବସରରେ ସନ୍ତୋଷ ମଲ୍ଲିକଙ୍କୁ ଯାଜପୁର ପୌରପାଳିକା ର ବିଜେଡି ସଭାପତି ଭାବେ ମନୋନୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking