ବିହାର : ୨୦୧୫ ବିହାର ନିର୍ବାଚନରେ , ଜେ.ଡି.ୟୁ ର ବଶିଷ୍ଠ ସିଂହ କରଗାହର ଲୋକସଭାରୁ ୫୭ ହଜାର ୧୮ଟି ଭୋଟରେ ମୋଟ ଉପରେ ୩୨ % ଭୋଟରେ ବିଜୟ ହାସଲ କରିଥିଲା ।ଯାହାର ଠିକ୍ ତଳେ ଥିଲେ ରାଷ୍ଟ୍ରୀୟ ଲୋକସଭା ପାର୍ଟିର ବିରେନ୍ଦ୍ର କେ ୪୪ ହଜାର ୧୧୧ ଟି ଭୋଟ ରେ ମୋଟ ଉପରେ ୨୫ % ଭୋଟ୍ରେ ତଳେ ରହିଯାଇଥିଲେ ।ବୁଧବାର ପ୍ରକାଶ ପାଇବ ବିହାର ପ୍ରଥମ ପର୍ଯ୍ୟୟ ନିର୍ବାଚନର ମତଦାନ ।ଚଳିତ ବର୍ଷ ଟପ୍ କଂଣଟେଷ୍ଟ ମଧ୍ୟରେ ରହିଛନ୍ତି ଜେଡିୟୁର ବଶିଷ୍ଠ ସିଂହ ,ଲୋକ ଜନଶକ୍ତି ପାର୍ଟିର ରାକେଶ କୁମାର ସିଂହ ,ବହୁଜନ ସମାଜ ପାର୍ଟିର ଉଦୟ ପ୍ରତାପ ସିଂହ ,ଏବଂ କଂଗ୍ରେସର ସନ୍ତୋଷ କୁମାର ମିଶ୍ର ।ତେବେ ବିହାର ଏହି ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ପୁଣି ଜିତିବ କିଏ ?