35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଶିବସେନାଙ୍କ ପାଇଁ ଭୋଟ ମାଗିବାକୁ ବିହାର ଆସିବେ ଉଦ୍ଧବ ଠାକରେ

ଶିବସେନାଙ୍କ ପାଇଁ ଭୋଟ ମାଗିବାକୁ ବିହାର ଆସିବେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏବଂ ଏହି ନିର୍ବାଚନରେ ଶିବସେନା ନିଜର ୫୦ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇପାରେ । ସେମାନଙ୍କ ପାଇଁ ଭୋଟ ମାଗିବାକୁ ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ ଉଦ୍ଧବ ଠାକରେ ଏବଂ ଶିବସେନା ନେତା ସଂଜୟ ରାଉତ ବିହାର ଆସିବେ ବୋଲି ସୂଚନା ମିଳିଛି । ମହାରଷ୍ଟ୍ରରେ ଶିବସେନାଙ୍କ ସହଯୋଗୀ ଶରଦ ପାଓାରଙ୍କ ରଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ବିହାରରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଦୁଇ ଦଳ ନିଜ ଷ୍ଟାର ପ୍ରଚାରକଙ୍କ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking