39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗବିହାର ନିର୍ବାଚନ: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ବିହାର ନିର୍ବାଚନ: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି ।ବୁଧବାର ଦିନ ୧ଟା ମଧ୍ୟରେ ମୋଟ ୩୩.୧ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତିା ଟୋଟାଲ୨୪୩ ଟି ଆସନରୁ ୭୧ଟି ଆସନ ପାଇଁ ଆଜି ମତଦାନ ପାଇଁବ୍ୟବସ୍ଥା କରାଯାଇଥିଲା ।
ନିତୀଶ୍‌ଙ୍କ ବଡ଼ ପ୍ରତିଦ୍ୱନ୍ଦୀ ୟାରଜେଡ଼ି ମୁଖ୍ୟ ତେଜସ୍ୱୀ ଯାଦବ ୧୦ ଲକ୍ଷ ରୋଜଗାର ଦେବାକୁ ପ୍ରତିଶୃତି ଦେଇଥିଲା ବେଳେ ବେରୋଜକଗାରୀକୁ ବଡ଼ ସମସ୍ୟା ବୋଲି କହିଛନ୍ତିି । ସେପଟେ ଲୋକ ଜନସକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶୱାନ ମଧ୍ୟ୍ୟ ନିତୀଶ୍ ଙ୍କର ଦୃଢ ବିରୋଧ କରିଥିଲୋ
କୋଭିଡ଼୍ କଟକଣା ମଧ୍ୟରେ ସୁରକ୍ଷା ସହିତ ହେଇଥିଲା ମତଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ବାସୀଙ୍କୁ ସମ୍ବୋଧନ କରିଛନ୍ତି । ଅଧିକରୁ ଅଧିକ ମତଦାନ କରିବାକୁ ଅନୂରୋଧ କରିଛନ୍ତି ଓ କୋରନା ଭାଇରସ୍‌ର କଟକଣାକୁ ପାଳନ କରି ,ମାସ୍କ ପିନ୍ଧି ମତଦାନ କରିବାକୁ ଯିବାପାଇଁ କହିଛନ୍ତି । ଯେହେତୁ ବିହାର ନିର୍ବାଚନ କୋରାନା ମହାମାରୀ ଭିତରେ ପ୍ରଥମ ନିର୍ବାଚନ ସେଥିପାଇଁ ବିଶେଷ ଧ୍ୟାନ ରଖିବାକୁ କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ ଓ ୭ରେ ହେବାକୁ ଥିବାବେଳେ ଭୋଟ ଗଣନା ୧୦ ନଭେମ୍ବରରୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking