ଆପକୁ ବଡ ଝଟକା : ହାରିଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଆପକୁ ବଡ ଝଟକା ଲାଗିଛି ।  ନୂଆଦିଲ୍ଲୀ ଆସନରେ ହାରିଲେ କେଜରିୱାଲ । ଆପ ଦଳର ମୁଖିଆ ଦିଲ୍ଲୀ ଆସନରୁ ନିର୍ବାଚନ  ହାରୁଛନ୍ତି , ଯେଉଁ ଆସନରୁ ତିନି ଥର ବିଜୟ ହୋଇଛନ୍ତି ଅରବିନ୍ଦ କେଜରିୱାଲ ।  ସେହି ଆସନରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି । ତେବେ ବାଜି ମାରିଛନ୍ତି  ବିଜେପିର ପ୍ରଭେଶ ବର୍ମା ।  ଦିଲ୍ଲୀର ୭୦ ଆସନ ମଧ୍ୟରୁ ୪୮ ଆସନରେ ଆଗରେ ରହିଛି ବିଜେପି … Continue reading ଆପକୁ ବଡ ଝଟକା : ହାରିଲେ କେଜରିୱାଲ