ଦେଶବାସୀଙ୍କୁ ବଡ଼ ଝଟକା: ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଦେଶବାସୀଙ୍କୁ ଲାଗିଛି ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରଯାଇଛି । ଆଜି ୦.୩୫ ପ୍ରତିଶତ ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରାଯାଇଥିବା ବେଳେ ମୋଟ ରେପୋ ରେଟ୍ ଏବେ ୬.୨୫ ପ୍ରତିଶତରେ ପହଞ୍ଚିଛି । ତେବେ ଆରବିଆଇର ଏହି ପଦକ୍ଷେପ ଫଳରେ ଏଣିକି ହୋମ, କାର ଓ ପର୍ସନାଲ ଲୋନ ପରି ସମସ୍ତ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ । ରେପୋ ରେଟର … Continue reading ଦେଶବାସୀଙ୍କୁ ବଡ଼ ଝଟକା: ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି