ବଜେଟ୍‌ରେ ମହିଳାଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସରକାର ମହିଳାମାନଙ୍କୁ ଋଣ-ଭିତ୍ତିକ ଜୀବିକାରୁ ନିଜସ୍ୱ ଉଦ୍ୟୋଗର ମାଲିକ ହେବାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଲଖପତି ଦିଦି କାର୍ଯ୍ୟକ୍ରମର ସଫଳତା ଯୋଗୁଁ ଏହି ପ୍ରସ୍ତାବ … Continue reading ବଜେଟ୍‌ରେ ମହିଳାଙ୍କ ପାଇଁ ବଡ ଘୋଷଣା