29.1 C
Bhubaneswar
Sunday, September 29, 2024
Homeଓଡିଶାବାହିନୀପତି-ବିିଡିଓ କଥା କଟାକଟି

ବାହିନୀପତି-ବିିଡିଓ କଥା କଟାକଟି

ଭୁବନେଶ୍ୱର- ବିଧାୟକ ବିଡିଓ ମୁହାଁମୁହିଁ । ପାପଡାହାଣ୍ଡି ବିଡିଓ କାର୍ଯ୍ୟ।ଳୟ ସମ୍ମୁଖରେ ହାଇ ଭୋଲଟେଜ ଡ୍ରାମା । ଜୟପୁର ବିଧାୟକ ଏବଂ ତାରାବାହିନୀପତି ଏବଂ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକଙ୍କ ମଧ୍ୟରେ ଯୁକ୍ତିତର୍କ । ୧୬ ଦଫା ଦାବିରେ କଂଗ୍ରେସ ବ୍ଲକ ଅଫିସ ଆଗରେ ଧାରଣା ଦେଉଥିବା ସମୟରେ ଘଟିଥିଲା ଘଟଣା । ବିଧାୟକ ତାରା ବାହିନୀପତି ମଧ୍ୟ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ । ତାରା ଭାଷଣ ଦେଉଥିବା ବେଳେ ବିଡିଓ କାର୍ଯ୍ୟାଳୟରୁ ଯିବାକୁ ବାହାରିଥିଲେ । ଏହାକୁ ନେଇ ତାରା ଓ ବିଡିଓ ଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଏ ନେଇ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ବିଡିଓ । ଅପରପକ୍ଷେ ବିଡିଓ ଙ୍କୁ ଘେରି , ଦୁର୍ନୀତିଗସ୍ତ ଅଧିକାରୀ ବୋଲି କହିଲେ ତାରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking