ସାଇକେଲ୍-ବାଇକ୍ ମୁହାଁମୁହିଁ; ସାଇକେଲ୍ ଆରୋହୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍-ବାଇକ୍ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ କୁଞ୍ଜବିହାରୀ ଦାସ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, କୁଞ୍ଜବିହାରୀ ଦାସ ଓରଫ ବିଜୟ ସାଇକେଲରେ ବିଦ୍ୟୁତ୍ ଅଫିସକୁ ଆସୁଥିଲେ। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍ ସହ ସାମ୍ନାପଟି ଆସୁଥିବା ବାଇକ (ଓଡି୩୧ଜେ-୩୪୮୧)ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ସାଇକେଲ୍ … Continue reading ସାଇକେଲ୍-ବାଇକ୍ ମୁହାଁମୁହିଁ; ସାଇକେଲ୍ ଆରୋହୀଙ୍କ ମୃତ୍ୟୁ