ଦୀପାବଳିରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲେୟାଁ-୩’

ମୁମ୍ବାଇ : ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ୍ତ ‘ଭୁଲ୍‌ ଭୁଲେୟାଁ-୩’ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ବିଦ୍ୟା ବଲାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ । ନିକଟରେ ହସ୍ତଗତ ହୋଇଥିବା ନୂତନ ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ଅଭିନୟ କରିପାରନ୍ତି। ତେବେ ତାଙ୍କୁ ଦର୍ଶକ ଏହି ଚଳଚିତ୍ରରେ ଏକ ନୂଆ ରୂପରେ ଦେଖିବାକୁ ପାଇବେ । ସେ … Continue reading ଦୀପାବଳିରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲେୟାଁ-୩’