35.1 C
Bhubaneswar
Tuesday, April 23, 2024
Homeଓଡିଶାଭୁବନେଶ୍ୱର ଏକ୍ସଆଇଏମବି ସିଲ

ଭୁବନେଶ୍ୱର ଏକ୍ସଆଇଏମବି ସିଲ

ଭୁବନେଶ୍ୱର : ଭୁବନେଶ୍ୱର ଏକ୍ସଆଇଏମବି ସିଲ କରିଛି ବିଏମସି । କ୍ୟାମ୍ପସରେ ୨୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ କ୍ୟାମ୍ପସକୁ ସିଲ କଲା ବିଏମସି । ଏକ୍ସଆଇଏମବି ଭିତରକୁ ପ୍ରବେଶ ଉପରେ ସଂପୁର୍ଣ୍ଣ ବାରଣ କରାଯାଇଛି । ଏହାସହ କ୍ୟାମ୍ପସ ଭିତରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଅତ୍ୟାବଶ୍ୟକ ସମାଗ୍ରୀ, ଔଷଧ, ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ଯିବା ପାଇଁ ଅନୁମତି ମିଳିଛି ।

ଶିକ୍ଷାଅନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ ଟେଷ୍ଟ କରାଯିବ ଓ ଆକ୍ରାନ୍ତ ଛାତ୍ର ମାନଙ୍କୁ ଗୋଟିଏ ହଷ୍ଟେଲ ରୁମରେ ଆଇସୋଲେସନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking