29.1 C
Bhubaneswar
Wednesday, April 24, 2024
Homeଓଡିଶାମାନୁନାହାନ୍ତି ରାଜଧାନୀବାସୀ

ମାନୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର: କରୋନା ସ୍ଥିତି ଓ ଶିଶୁଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ଶିଶୁଙ୍କ ଟିକାକରଣ ହେବ । ଟାସ୍କ ଫୋର୍ସର ରିପୋର୍ଟ ଅନୁଯାୟୀ ଡିସିଜିଆଇ ଅନୁମୋଦନ କରିବ । ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ଟିକା ନିୟମିତ ଦେଉଛୁ । ଆମ ପାଖରେ ମାନବ ସମ୍ବଳ ଓ ଭିତ୍ତିଭୂମିର ଅଭାବ ନାହିଁ । ଆଜି ରାଜ୍ୟରେ ୬୧୫ ପଜିଟିଭ ବାହାରିଛନ୍ତି । ଫଳରେ ଏହା ବଢିଲେ ସ୍ଥିତି ଉଦବେଗଜନକ ହେବ । ଭୁବନେଶ୍ୱରରେ ଲୋକେ କଟକଣା ମାନୁନଥିବାରୁ ପଜିଟିଭ ସଂଖ୍ୟା ବଢୁଛି । ସରକାରଙ୍କ ଗାଇଡଲାଇନ ମାନନ୍ତୁ, ସତର୍କ ରୁହନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking