30.1 C
Bhubaneswar
Wednesday, April 24, 2024
Homeଓଡିଶାଦୁର୍ଗାପୂଜାରେ ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁବନେଶ୍ୱର ଡିସିପି

ଦୁର୍ଗାପୂଜାରେ ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ଦୁର୍ଗାପୂଜାରେ ବୁଲିବାକୁ ଯିବା ପୂର୍ବରୁ ସତର୍କତା ବାର୍ତ୍ତା ଜାରି କରିଛନ୍ତି ଭୁବନେଶ୍ୱର ଡିସିପି । ପୂଜା ଦେଖିବାକୁ ବାହାରକୁ ବାହାରିଲେ ଘରେ କାହାକୁ ରଖିକି ଆସନ୍ତୁ । ପୂଜା ଛୁଟିରେ ବାହାରକୁ ଅଧିକ ଦିନ ବୁଲିବାକୁ ଗଲେ ନିକଟସ୍ଥ ଥାନାରେ ଜଣାନ୍ତୁ । ଭୁବନେଶ୍ବର ପୁଜା ମଣ୍ଡପ ବୁଲିବାକୁ ଆସିଲେ ବାଇକରେ ଆସନ୍ତୁ । ବାଇକ ଚୋରିକୁ ରୋକିବା ପାଇଁ ଗାଡିରେ ଡବଲ ଲକ୍ ପକାନ୍ତୁ ବୋଲି ସେ କହିଛନ୍ତି । ଶାରଦୀୟ ଦୁର୍ଗାପୂଜାରେ ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡିସିପି ପ୍ରତୀକ ଗୀତା ସିଂହ ।

ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking