ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ବିଜେପି ଛାଡ଼ିଷଲ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ । ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର । ବିଜେପିର ରାଜ୍ୟ ଉପ ସଭାପତି ଥିଲେ ଭୃଗୁ ବକ୍ସିପାତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢ଼ିଥିଲେ । ବର୍ତ୍ତମାନ ଭୃଗୁ ବକ୍ସିପାତ୍ର ସକ୍ରିୟ ଭୂମିକାରେ ନଥିଲେ ।  ୨୩ ବର୍ଷ ଧରି ଭୃଗୁ ବକ୍ସିପାତ୍ର ବିଜେପିରେ ଥିଲେ । ହେଲେ କାହିଁକି ସେ ଦଳ ଛାଡ଼ିଲେ ଜଣାପଡ଼ି … Continue reading ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର