କାଲି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟା ପରେ ମନ୍ଦିର ନିଷେଧ
ପୁରୀ : ଆଜି ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର । ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଜି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପୁରା ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶରେ ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗୋଟେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା କାଲି ଭିତର ରତ୍ନଭଣ୍ଡାର ଖୋଲିବା ନେଇ କାର୍ୟ୍ୟକ୍ରମ ରହିଥିବାରୁ ଆଜି ରାତି ୧୧ ଟା ସୁଦ୍ଧା ସୁନାବେଶ ଦର୍ଶନ … Continue reading କାଲି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟା ପରେ ମନ୍ଦିର ନିଷେଧ
Copy and paste this URL into your WordPress site to embed
Copy and paste this code into your site to embed