31.1 C
Bhubaneswar
Friday, March 29, 2024
Homeଓଡିଶାଭେଜିପୁଟ ଫାଣ୍ଡି ଅଧିକାରୀ ସସପେଣ୍ଡ

ଭେଜିପୁଟ ଫାଣ୍ଡି ଅଧିକାରୀ ସସପେଣ୍ଡ

ଭୁବନେଶ୍ୱର: ଭେଜିପୁଟ ଫାଣ୍ଡି ଅଧିକାରୀ ସସପେଣ୍ଡ । ଫାଣ୍ଡି ଅଧିକାରୀ ଟୁନା ପିଡିକାଙ୍କୁ ଆଜି ସସପେଣ୍ଡ କରିଛନ୍ତି ଗଂଜାମ ଏସପି । ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ କାଲି ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଫାଣ୍ଡି ଅଧିକାରୀଙ୍କୁ କାଲି ଖଲ୍ଲିକୋଟ ପୋଲିସ ଗିରଫ କରିଥିଲା । ଜଣେ ଯୁବତୀଙ୍କୁ ସେ ନାନା ପ୍ରକାର ପ୍ରତାରଣା କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତୁରନ୍ତ ଏ ସଂକ୍ରାନ୍ତରେ ବିଚାର କରାଯାଇ ଗତକାଲି ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଖବର ଏସପିଙ୍କ ନିକଟରେ ପହଂଚିବା ପରେ ଆଜି ତାଙ୍କୁ ସସପେଣ୍ଡ କରାଯାଇଛି ।

ଭୁବନେଶ୍ୱର ଆରଟିଓ-୨ ବନ୍ଦ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking