40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗନିଆରା ଢଙ୍ଗରେ ପ୍ରଭୁ ଶ୍ରୀ ଗଜାନନଙ୍କ ଭଷାଣି ଉତ୍ସବ

ନିଆରା ଢଙ୍ଗରେ ପ୍ରଭୁ ଶ୍ରୀ ଗଜାନନଙ୍କ ଭଷାଣି ଉତ୍ସବ

ନୟାଗଡ: ନୟାଗଡ ଜିଲ୍ଲା ବିରୁଡ଼ା ଗ୍ରାମପଂଚାୟତ ର ବାଘରା ନୂଆସାହି, ଆନୁକୂଲ୍ୟରେ ପ୍ରୋଗ୍ରେ ସିଭି ଯୁବକସଙ୍ଘ ଦ୍ୱାରା ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ପ୍ରହଲ୍ଲାଦ ଦାସ, ବିଭୁତି ଭୂଷଣ ଦାସ, ଙ୍କ ପୌରହିତ୍ୟ ରେ ନିଆ ରା ଢଙ୍ଗ ରେ ପାଳନ କରା ଯାଇଛି l  ମୂର୍ତ୍ତି ଶିଳ୍ପୀ ରାକେଶ ଶର୍ମା ଦାସ ପରି ଶ୍ରମକରି ମୂର୍ତ୍ତି ତିଆରି କରିପ୍ରଭୁ ଗଜାନନ ଙ୍କ ମାଧ୍ୟମ ରେ କରୋନା ରୁ କିପରି ରକ୍ଷା ପାଇ ଵେ ସେଇ ବିଷୟ ରେ ବାର୍ତ୍ତା ଏ ସମାଜ କୁ ପ୍ରଦାନ କରିଛନ୍ତି l  ସମସ୍ତ କର୍ମ କର୍ତା ଙ୍କ ସହ ଅଭିମନ୍ୟୁ ବେହେରା, ଓ ଦିଲ୍ଲୀପ ବେହେରା, ଜନସାଧାରଣ ଙ୍କ ଉଦେଶ୍ୟରେ କରୋନା ବିପକ୍ଷ ରେ ସଚେତନତା ର ବାର୍ତ୍ତା ଦେଇ ମାକ୍ସ ପିନ୍ଧି ଓ ସାମାଜିକ ଦୂରତ୍ୱ କୁ ଆଖି ଆଗରେ ରଖି ଭସାଣି କାର୍ଯ୍ୟ କୁ ବିନା ଡିଜେ ରେ ସମାପନ କରିଛନ୍ତି l ଶାନ୍ତିପୂର୍ଣ ଭାବେ ବାଘରା ଗ୍ରାମବାସୀ ବୃନ୍ଦ ସହଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking