34.1 C
Bhubaneswar
Friday, March 29, 2024
Homeଓଡିଶାମଝି ଚିଲିକାରେ ଫସିଲେ ୭୦ ଯାତ୍ରୀ

ମଝି ଚିଲିକାରେ ଫସିଲେ ୭୦ ଯାତ୍ରୀ

କୃଷ୍ଣପ୍ରସାଦ : ଚିଲିକା ମଝିରେ ଫସି ଅଟକି ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଭସାପୋଲରେ ୭୦ ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି । ପୋଲରେ ଗୋଟିଏ ବସ , କାର , ବାଇକ ମଧ୍ୟ ଫସି ରହିଛି । ଚାନେଲରୁ ବାହାରି ଯାଇଥିବାରୁ ଆସିପାରୁ ନଥିବା ସୂଚନା ମିଳିଛି । ଭସାପୋଲଟି ଜହ୍ନିକୁଦାରୁ ସାତପଡା ଆସିଲା ବେଳେ ଚିଲିକା ମଝିରେ ଅଟକିଛି ।
https://onakhabar.com/2020/02/08/diesel-kandhamal/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking