29.1 C
Bhubaneswar
Sunday, September 29, 2024
Homeଓଡିଶାଭାରତ ଯୋଡ : ଓଡିଶାରୁ ଯିବେ ୧୦୦

ଭାରତ ଯୋଡ : ଓଡିଶାରୁ ଯିବେ ୧୦୦

ଭୁବନେଶ୍ୱର : ଆସନ୍ତା ୭ ତାରିଖରୁ ଭାରତ ଯୋଡ ଅଭିଯାନ ଆରମ୍ଭ କରିବ କଂଗ୍ରେସ । କନ୍ୟାକୁମାରୀରୁ ଆରମ୍ଭ ହେବ । ଓଡିଶାରୁ ୧୦୦ ପ୍ରତିନିଧି ଯୋଗ ଦେବେ । ଓଡିଶାରୁ ପାଣି ଓ ମାଟି ନେଇ ଭାରତ ଯୋଡ ଅଭିଯାନରେ ସାମିଲ ହେବେ । ଓଡିଶାରେ ମଧ୍ୟ ପଦଯାତ୍ରା ହେବ କହିଲେ ପିସିସି ସଭାପତି ଓ ଏଆଇସିସି ମୁଖପାତ୍ର ।

ନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking