ରେଳ ସେବାର ନୂଆଯୂଗର ଅୟମାରମ୍ଭ; ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ମୋଦୀ କରିବେ ଶୁଭାରମ୍ଭ

– ଉଭୟ ପୁରୀ-ହାୱଡ଼ାରୁ ଦୁଇଟି ଟ୍ରେନ୍ ସପ୍ତାହକୁ ୬ ଦିନ ନିୟମିତ ଚାଲିବ – ଚେୟାର ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା,‘ଏକ୍ଜିକ୍ୟୁଟିଭ୍ ଚେୟାର’ ୨୯୦୦ ଟଙ୍କା – ଭୁବନେଶ୍ୱର ଷ୍ଟେସନରେ ୪ ମିନିଟ୍‌, ଅନ୍ୟ ଷ୍ଟେସନରେ ୨ ମିନିଟ୍ କରି ଅଟକିବ ଭୁବନେଶ୍ୱର: ଆଜିଠୁ ରେଳ ସେବାର ନୂଆଯୂଗର ଅୟମାରମ୍ଭ । ବହୁ ପ୍ରତୀକ୍ଷିତ ଦେଶର ଅନ୍ୟତମ ଦ୍ରୁତତମ ହାୱଡ଼ା-ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ଜରିଆରେ ଶୁଭାରମ୍ଭ କରିବେ । ପୁରୀ … Continue reading ରେଳ ସେବାର ନୂଆଯୂଗର ଅୟମାରମ୍ଭ; ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ମୋଦୀ କରିବେ ଶୁଭାରମ୍ଭ