40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଜୟପାଟଣାରେ ବନ୍ଦ ପାଳନ

ଜୟପାଟଣାରେ ବନ୍ଦ ପାଳନ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଆଖିଲ ଭରତୀୟ କୃଷକ ସଙ୍ଘ ର ଆହ୍ୱାନ କ୍ରମେ ଭାରତୀୟ ଜାତୀୟ କଂଗ୍ରେସ କୃଷକ ମୋର୍ଚ୍ଚା ଓ ବିଭିନ୍ନ ସଙ୍ଘ ର ସହଯୋଗ କ୍ରମେ ସର୍ବ ଭାରତୀୟ ବନ୍ଦ ପାଳନ ସହିତ ଚକାଜାମ କୁ ସମର୍ଥନ କରାଯାଇଛି ।ନୂତନ କୃଷି ଆଇନ କୁ କେନ୍ଦ୍ର ସରକାର ପ୍ରତିହାର କରନ୍ତୁ ବୋଲି ସମର୍ଥକ ମାନେ କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ବ୍ଳକ ସଭାପତି ଗଙ୍ଗାଧର ପାତ୍ର, ଯୁବ ସଭାପତି ଅରକ୍ଷିତ କଣ୍ଟା,ପୂର୍ବତନ ସଭାପତି ପ୍ରକାଶ ଦୁରିଆ, କୃଷକ ସଭାପତି ନବରତ୍ନ ଧଙ୍ଗଡା ମାଝୀ, କଂଗ୍ରେସ ନେତା ହେମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking