40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ

ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦର ପ୍ରଭାବ ଢେଙ୍କାନାଳ ରେ ଦେଖିବାକୁ ମିଳିଛି । କଂଗ୍ରେସ ଦଳ, ଆମ୍ଆଦିମ ପାଟି, ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ବିରୋଧରେ ନାରାବାଜି କରାଯାଉଛି। ବନ୍ଦର ପ୍ରଭାବରେ ୫୫ନ ଜାତୀୟ ରାଜ ପଥରେ ଗାଡି ଗୁଡ଼ିକ ଅଟକି ରହିଛି, ଯାତାୟତ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking