28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭାରତ ବନ୍ଦକୁ ନେଇ ବିଭିନ୍ନ କୃଷକ ସଂଗଠନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ

ଭାରତ ବନ୍ଦକୁ ନେଇ ବିଭିନ୍ନ କୃଷକ ସଂଗଠନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ

ଯାଜପୁର : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ବିଲକୁ ବିଭିନ୍ନ କୃଷକ ସଂଗଠନର ବିରୋଧ । ଏହାକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଭାରତ ବନ୍ଦର ଡାକରା । ଏନେଇ ନବନିର୍ମାଣ କୃଷକ ସଂଗଠନ ଏବଂ କମ୍ୟୁନିଷ୍ଟ ଦଳ ପକ୍ଷରୁ ମିଳିତ ଭାବେ ଏହାକୁ ଦୃଢ ବିରୋଧ କରାଯାଇଛି । ସଂଗଠନର କର୍ମକର୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଏହି ବିଲ ପ୍ରତ୍ୟାହୃତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking