ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗାଗଲା ଶବ ରଖାଯାଇଥିବା ସ୍କୁଲ

ବାଲେଶ୍ୱର: ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ହାଇସ୍କୁଲକୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ସ୍କୁଲ ଘର ଭଙ୍ଗାଯାଇଛି। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି। ଦୁର୍ଘଟଣାପରେ ମୃତଦେହ ସ୍କୁଲରେ ରଖାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି। ଏଥିପାଇଁ ସ୍କୁଲ ଘରକୁ ଭାଙ୍ଗିଦେବାକୁ ସ୍କୁଲ ପରିଚାଳନା କମିଟି … Continue reading ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗାଗଲା ଶବ ରଖାଯାଇଥିବା ସ୍କୁଲ