ରିଲ୍ସ ପାଇଁ ଭବିଷ୍ୟତକୁ ବାଜି

ନବରଙ୍ଗପୁର: ବିପଜ୍ଜନକ ଭିଡିଓ ରେକର୍ଡିଂ କରି ପୋଷ୍ଟ କରିବା ହେଲା କାଳ । ସ୍କୁଲରେ ପାଠ ପଢା ସମୟରେ ଲୁଚିଛପି କରୁଥିଲେ ଦୁଃସାହସିକ ଭିଡିଓ ରେକର୍ଡିଂ । ବିଦ୍ୟାଳୟ ଛାତରୁ ପ୍ରାୟ ୧୦ ଫୁଟ ଦୂରରେ ଥିବା ଏକ ପରିତ୍ୟକ୍ତ ଏଏନଏମ୍ କ୍ୱାର୍ଟରକୁ ଲମ୍ଫ ମାରୁଥିଲେ । ହେଲେ କ୍ୱାର୍ଟସର ଆଜବେଷ୍ଟ ଭାଙ୍ଗିଯିବାରୁ ତଳକୁ ଖସି ଆହତ ହୋଇଥିଲେ ଛାତ୍ର। ଏପରି ଦୃଶ୍ୟ ସାମ୍ନାକୁ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରୁ । ରାଇଘର ସଦର ମହକୁମାର ଏକ୍ସ … Continue reading ରିଲ୍ସ ପାଇଁ ଭବିଷ୍ୟତକୁ ବାଜି