30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିଠୁ ବ୍ରହ୍ମପୁର ମହାନଗର ନିଗମ ସଟ୍‌ଡାଉନ

ଆଜିଠୁ ବ୍ରହ୍ମପୁର ମହାନଗର ନିଗମ ସଟ୍‌ଡାଉନ

ବ୍ରହ୍ମପୁର : ସାରା ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଲାନି। ଏହାର ମୁକାବିଲା ପାଇଁ ଆଜିଠୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ସଟ୍‌ଡାଉନ ରହିବ। ଗଞ୍ଜାମର ୫ଟି ବ୍ଲକ୍ ସଦର ମହକୁମା ଓ ୧୬ଟି ଏନ୍‌ଏସି ମଧ୍ୟ ସଟ୍‌ଡାଉନ କରାଯାଇଛି। ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ। ଏଥିପାଇଁ ୨୦୦ଟି ସ୍ବାସ୍ଥ୍ୟ ଯାଞ୍ଚ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଜି ଓ କାଲି ବୁର୍ଲା ସହର ସଟ୍‌ଡାଉନ ଘୋଷଣା କରାଯାଇଛି। କୋରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। କିନ୍ତୁ ଭିମସାରରେ ସଟ୍‌ଡାଉନ କଟକଣା ଲାଗୁ ହେବ ନାହିଁ ।

ଗଞ୍ଜାମ ଜିଲ୍ଲାରେ ଅଟକିବନି ଟ୍ରେନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking