ବ୍ରହ୍ମପୁର କଲେଜ ରାଗିଂ ଘଟଣା: ଜବତ ହେଲା ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା । ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ ହୋଇଛି । ଭିଡିଓ କିଏ ଉଠାଇଥିଲା ଓ କିଏ ଭାଇରଲ କରିଥିଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ । ସମସ୍ତ ମୋବାଇଲ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଫରେନସିକ ରିପୋର୍ଟ ଆସିବା ପରେ ହେବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର ତଦନ୍ତ କରିବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ । ସମସ୍ତ ତଦନ୍ତ … Continue reading ବ୍ରହ୍ମପୁର କଲେଜ ରାଗିଂ ଘଟଣା: ଜବତ ହେଲା ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ
Copy and paste this URL into your WordPress site to embed
Copy and paste this code into your site to embed