40.1 C
Bhubaneswar
Wednesday, April 24, 2024
Homeଓଡିଶାଶରୀର ପାଇଁ ଅଳସୀର ଉପକାରିତା

ଶରୀର ପାଇଁ ଅଳସୀର ଉପକାରିତା

ଭୁବନେଶ୍ୱର : ଶରୀରରେ ଯେଉଁ ଭିଟାମିନ ଗୁଡ଼ିକର ଅଭାବ ରହିଥାଏ, ଯେମିତିକି ଭିଟାମିନ ବି ,ଡ଼ି , ବି ୧୨ । ଏହିସବୁ ଅଭାବକୁ ପୂରଣ କରିଥାଏ ଅଳସୀର ମଞ୍ଜି । ଯାହାକୁ  ଫ୍ଲାକ୍ସ ସିଡ ମଧ୍ୟ କୁହଯାଏ । ଏହାକୁ ନେଇ ଦୁନିଆର ବହୁତ ଲୋକ ବହୁ ପ୍ରକାରର ରିସର୍ଚ୍ଚ କରିଛନ୍ତି । ଏହାକୁ ଆମେ ଭାଜି ଏହାର ଚୁର୍ଣ୍ଣକୁ ଖାଇ ପାରିବା । ଏହାକୁ ରାତିରେ ଭିଜାଇ ସକାଳୁ ମଧ୍ୟ ଖାଇ ପାରବେ କିମ୍ବା ସାଲାଡ଼ରେ ମଧ୍ୟ ପକାଇ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଫ୍ଲାକ୍ସ ସିଡ଼ର ଉପକାରିତା ବିଷୟରେ ।
୧- ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ଼ ଆଖି ଓ ହାର୍ଟର ସୁସ୍ଥତା ପାଇଁ ବହୁତ ଉପଯୋଗୀ ।
୨-ଅଳସୀ ଶରୀରର ଚର୍ବି ହ୍ରାସ ପାଇଁ ସହାୟକ ହୋଇଥାଏ ।
୩-ଏହାକୁ ଖାଇବା ଦ୍ୱାରା ଡ଼ିପ୍ରେସନ ଓ ମାନସିକ ଦୁଶ୍ଚିନ୍ତା ଭଳି ରୋଗରୁ ମୁକ୍ତି ମିଳିଥାଏ ।
୪-ଏଥିରେ ଫାଇବର ଥିବାରୁ ଏହା ଶରୀରକୁ କ୍ୟାନସର ଭଳି ରୋଗରୁ ଦୁର ରଖିଥାଏ ।
୫- ଚୁଟିକୁ କଳା ଓ ମଜଭୁତ ରଖିବା ପାଇଁ ଫ୍ଲାକ୍ସ ସିଡ଼ ଏକ ଉତ୍ତମ ଖାଦ୍ୟ ।
୬- ହରମୋନ ନିୟନ୍ତ୍ରଣ ପାଇଁ ଫ୍ଲାକ୍ସ ସିଡ଼ର ସେବନ ବହୁତ ଉପଯୋଗୀ
୭- ଏଥିରେ ଥିବା ଜିଙ୍କ, କ୍ୟାଲସିୟମ , ଫସଫରସ ଶରୀରର ସମସ୍ତ ପ୍ରକାର ଭିଟାମିନ ଓ ମିନେରାଲ୍ସର ଅଭାବକୁ ପୂରଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking