30.1 C
Bhubaneswar
Wednesday, April 24, 2024
Homeଓଡିଶାଅଁଳାର ଉପକରିତା

ଅଁଳାର ଉପକରିତା

ଆଜି କାଲି ଯେଉଁ ସବୁ ରୋଗରେ ଆମେ ପୀଡ଼ିତ ହେଉଛେ ତା’ ମଧ୍ୟରୁ ଯଦି ସବୁ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଅଁଳାର ସେବନ ନିୟମିତ କରନ୍ତୁ । ଏହାକୁ ଆଣ୍ଟିବ୍ୟାକ୍ଟେରିଆଲ , ଆଣ୍ଟିଭାଇରାଲ ଓ ଆଣ୍ଟି ଅକସିଡ଼ାଣ୍ଟ କୁହାଯାଏ । ତେବେ ଚାଲନ୍ତୁ ଜାଣିବା ଅଁଳାର ଏପରି କିଛି ଉପକାରିତା ଯାହା ଆମକୁ ରୋଗରୁ ରକ୍ଷା କରିବା ସହ ଶରୀରକୁ ସତେଜ ରଖିବାରେ ସହାୟକ ହେବ ।
୧-ଯଦି ଆପଣ କୌଣସି ଭୁତାଣୁ ଜନିତ ରୋଗରେ ପିଡ଼ୀତ ରହୁଥାନ୍ତି ତେବେ ଅଁଳାର ସେବନ ଦ୍ୱାରା ଏହି ରୋଗ ଭଲ ହୋଇଯିବ ।
୨-ଏହାକୁ ସେବନ କରିବା ଦ୍ୱ୍ୱାରା ଶ୍ୱାସ ସମ୍ଭନ୍ଧୀୟ ରେଗରୁ ମୁକ୍ତ ମିଳେ ।
୩-ଏଥିରେ ଥିବା ଆଣ୍ଟଅକ୍ସଡ଼ାଣ୍ଟ ଗୁଣ ଶରୀରର ଇମ୍ୟୁନିଟି ବଢାଇବା ସହ ଫୁସଫୁସ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।
୪- ଅଁଳାରେ ଭିଟାମିନ ସି ଥିବାରୁ ଏହା କୋଷ୍ଠ କାଠିନ୍ୟ ଭଳି ରୋଗରୁ ଲାଭ ଦେଇଥାଏ ।
୫-ଏହା ଖାଇବା ପରେ ସଠିକ ମାତ୍ରାରେ ପାଣି ପିଇବା ଦରକାର । ଏଥିରେ ଭିଟାମିନ ଏ ଥିବାରୁ ଏହା ତ୍ୱଚାକୁ ସୁନ୍ଦର ରଖିବା ସହ କେମଳ ବନାଇଥାଏ ।
୬-ଅଁଳା ମସ୍ତିଷ୍କକୁ ଆରାମ ଦେବା ପାଇଁ ସାହାଯ୍ୟ କରିଥାଏ । ଏତିପାଇଁ ଅଁଳା ପାଉଡ଼ରକୁ ମହୁ ସହ ମିଶାଇ ସେବନ କରନ୍ତୁ ।
୭- ଋକ୍ତ ଶୁଦ୍ଧ କରିବା ମାଇଁ ଦୈନିକ ଏକ ଚାମଚ ମହୁ ସହିତ ଅଁଳା ରସ ଖାଆନ୍ତୁ ।
୮-ଚୁଟି ପାଇଁ ଅଁଳା ବିଶେଷ ଉପକାରି ଅଟେ । ଏହାର ଗୁଣ୍ଡକୁ କେଶ ମୁଳରେ ଲଗାଇଲେ କେଶ ପାଚି ନଥାଏ ଓ ଘନତ୍ୱ ବୃଦ୍ଧି ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking