ଦୈନନ୍ଦିନ ଜିବନରେ ଘିକୁଆଁରିର ବ୍ୟବହାର:

ଭୁବନେଶ୍ୱର : ଘିକୁଆଁରି ବା ଆଲେଭେରା ଆଜି ଘରେଘରେ ପରିଚିତ ଛୁଆଙ୍କ ଠୁ ନେଇ ବଡ଼ ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ।ତେବେ ଆଜି ଆସନ୍ତୁ ଜାଣିବା ଘିକୁଆଁରିର ଊପକାରିତା ବିଷୟରେ
୧-ଯଦି ଆପଣଙ୍କ ମୁହଁରେ ବ୍ରଣ ହେଇଛି କିମ୍ବା କୌଣସି ଦାଗ ହୋଇଛି ତେବେ ତିନି ଦିନି ଯାଏଁ ଏହି ଆଲୋଭେରାକୁ ପେଷ୍ଟକରି ଲଗାନ୍ତୁୁ ,ଦେଖିବେ ଭଲ ହେଇଯିବା:
୨-ଯଦି ଆପଣଙ୍କ ଚୁଟି ଉପୁଡ଼ିଥାଏ ତେବେ ଆଲୋଭେରା ଜେଲକୁ ଲଗାଇ ଅଧଘଣ୍ଟା ଛାଡ଼ିଦିଅନ୍ତୁ ।ତାପରେ ସ୍ୟାମ୍ପୁ କରିନିଅନ୍ତୁ ।ଦେଖିବେ ଧିରେ ଧିରେ ଚୁଟି ଝଡ଼ିବା ବନ୍ଦ ହୋଇଯିବ ।
୩- ଏଥିରେ ଏନ୍‌ଯାଇମ୍ ଥିବାରୁ ଏହାକୁ ଖ୍ୟଦ୍ୟ ସହ ମିଶାଇ ଖାଇଲେ ଶରୀରର ଫ୍ୟାଟ କମ୍ ହେବା ସହ ଖାଦ୍ୟକୁ ହଜମ୍ କରାଇ ଥାଏ ।
୪- ଯଦି ଆପଣଙ୍କୁ ପେଟରେ କିଛି ଇନ୍‌ଫେକ୍ସନ ହେଇଛି ତେବେ ଏହି ଜେଲକୁ ୧ଚାମୁଚ ଲେଖାଏଁ ପିଅନ୍ତୁ । ଜଲଦି ଉପଶମ ମିଳିବା
୫- ଏଥିରେ ଜିଙ୍କ୍‌,ମ୍ୟାଗ୍ନେସିୟମ୍‌,କ୍ୟାଲସିୟମ୍ ଆଦି ଥବାରୁ ଏହା କ୍ୟାନସର ପାଇଁ ମଧ୍ୟ ଉପଯୋଗୀ ଅଟେ ।
୬-ଏହାକୁ ନିୟମିତ ସେବନ କଲେ କିଡ଼ନୀ ରୋଗରୁ ରକ୍ଷା ମିଳେ ।

LEAVE A REPLY

Please enter your comment!
Please enter your name here