40.1 C
Bhubaneswar
Thursday, April 25, 2024
Homeଯୋଗ ଦିବସବଜ୍ରାସନ ବଜ୍ରପାତ ପରି ଶରୀରକୁ ମଜବୁତ କରେ

ବଜ୍ରାସନ ବଜ୍ରପାତ ପରି ଶରୀରକୁ ମଜବୁତ କରେ

ନୂଆଦିଲ୍ଲୀ : ମହର୍ଷି ପତଞ୍ଜଳୀ ନିଜର ଅଷ୍ଟାଙ୍ଗ ଯୋଗରେ ୮ ଟି ଅଙ୍ଗକୁ ବର୍ଣ୍ଣନା କରିଥିଲେ । ଯେଉଁଥିରେ ଆସନ ଏବଂ ପ୍ରାଣାୟମ ପ୍ରତି ଧ୍ୟାନ ଦିଆଯାଇଥାଏ । କିନ୍ତୁ ସାମାଜିକ ଜିମ୍ମେଦାରୀ ଏବଂ ବ୍ୟକ୍ତିଗତ ଶୁଦ୍ଧି ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ କି , ମାନବତା ସହ ଯୋଗ କିପରି ଭାବରେ ଜଡିତ ହୋଇ ରହିଛି । ପ୍ରଥମରେ ୫ଟି ଯମ ଯଥା, ଅହିଂସା, ସତ୍ୟ, ଅସ୍ତେ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ । ଅପରିଗ୍ରହ ଅର୍ଥାତ ସଂଗ୍ରହଣ କରିବ ନାହିଁ । ଯାହାର ଅର୍ଥ ଖରାପ ଚିନ୍ତାଧାରା କୁ ହଟାଇବା । ଯେତିକି ଆପଣଙ୍କ ପାଇଁ ଜରୁରୀ । ଯମ ର ଏହି ୫ଟି ଜିନିଷ ସାମାଜିକ ଶୁଦ୍ଧି ପାଇଁ ନିତ୍ୟାନ୍ତ ଆବଶ୍ୟକ ।
ବୃକ୍ଷାସନ-ବୃକ୍ଷାସନ ଏକାଗ୍ରତା ବଢାଇ ତାଏ । ଶରୀରରେ ସନ୍ତୁଳନ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ପିଲାମାନଙ୍କର ବିକାଶରେ ଏହା ଅତ୍ୟନ୍ତ ଲାଭ ଦାୟକ । ଏହା କରିବାକୁ ହେଲେ , ଆପଣ ଖଟ ଉପରେ ସିଧା ଛିଡା ହୁଅନ୍ତୁ । ବର୍ତ୍ତମାନ ଧୀରେ ଧୀରେ ଗୋଡକୁ ଉଠାଇ ଅନ୍ୟ ଗୋଡର ଭିତର ଅଂଶରେ ଲଗାନ୍ତୁ , ସନ୍ତୁଳନ କରିବା ସମୟରେ ହାତକୁ ଉପରକୁ ଟାଣନ୍ତୁ । ଏହା ପରେ ଅନ୍ୟ ଗୋଡ ସହ ସମାନ କାର୍ଯ୍ୟ କରନ୍ତୁ ।
ବଜ୍ରାସନ-ବଜ୍ରାସନ ହେୁଛି ଏପରି ଯୋଗ ଅଭ୍ୟାସ ଯାହାକୁ ଆପଣ ଖାଇବା ପରେ କରିପାରିବେ । ଯେପରି ନାମ ସୂଚିତ କରେ ସେହିପରି ଶରୀରକୁ ବଜ୍ରପାତ ପରି ଶକ୍ତିଶାଳୀ କରିଥାଏ । ଏହା ଆସନ କରିବା ଦ୍ୱାରା ହଜମ ପ୍ରକ୍ରିୟା ରେ ଉନ୍ନତି ହୁଏ । ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।
ତାଡାସନ-ତାଡାସନ ସମଗ୍ର ଶରୀରକୁ ବିସ୍ତାର କରିବାରେ କାମ କରେ ।ଯାହା ଦ୍ୱାରା ମାଂସପେଶୀ ସକ୍ରିୟ ହୋଇଥାଏ । ଏହା କରିବା ପାଇଁ, ଖଟ ଉପରେ ଠିଆ ହୁଅନ୍ତୁ ଏବଂ ହାତକୁ ଉପରକୁ ଘୁଞ୍ଚାନ୍ତୁ ଜ୍ଝ ପେଟ ଏବଂ ଛାତି ଭିତରକୁ ଦବାନ୍ତୁ ଏବଂ ୧୦ ପର‌୍ୟ୍ୟନ୍ତ ଗଣନା କରନ୍ତୁ ଜ୍ଝ ବର୍ତ୍ତମାନ ଏକ ଦୀର୍ଘ ନିଶ୍ୱାସ ନିଅ ଏବଂ ହାତକୁ ତଳକୁ ଆଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking