30.1 C
Bhubaneswar
Wednesday, April 24, 2024
Homeଓଡିଶାଇଚ୍ଛାମୃତ୍ୟୁ ମାଗିଥିଲେ, ବିଷ ପିଇଦେଲେ

ଇଚ୍ଛାମୃତ୍ୟୁ ମାଗିଥିଲେ, ବିଷ ପିଇଦେଲେ

ବାଲେଶ୍ୱର: ଦୁର୍ଘଟଣା ପରେ ଦିବ୍ୟାଙ୍ଗ ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି । ଖନ୍ତାପଡା ଥାନା ବରୁଣସିଂ ଗାଁରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୂର୍ବରୁ ସୋସିଆଲ୍ ମିଡିଆରେ ଇଚ୍ଛା ମୃତ୍ୟୁ ଦାବି କରିଥିଲେ ଯୁବକ ଜଣକ ।

୧୪ ଜିଲ୍ଲାକୁ ପ୍ରବଳ ବର୍ଷା: ଲଘୁଚାପକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking